ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (NIT): ଏହା ରାଉରକେଲାରେ ଅବସ୍ଥିତ।
ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM)। ଏହା ପାରାଳାଖେମୁଣ୍ଡିରେ ଅବସ୍ଥିତ ।
ସିଏସଆଇଆର- ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (CSIR-IMMT)। ଏହା ଭୁବନେଶ୍ୱରେ ଅବସ୍ଥିତ।
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT)। ଏହା ଭୁବନେଶ୍ୱରେ ଅବସ୍ଥିତ।
ସି.ଭି. ରମଣ ଗ୍ଲୋବାଲ ୟୁନିଭରସିଟି। ଏହା ଭୁବନେଶ୍ୱରରେ ଅବସ୍ଥିତ।
ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି। ଏହା ବୁର୍ଲାରେ ଅବସ୍ଥିତ।
ଶିକ୍ଷା ଓ ଅନୁସନ୍ଧାନ: ଏହା ଭୁବନେଶ୍ୱରରେ ଅବସ୍ଥିତ।
କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି। ଏହା ଭୁବନେଶ୍ୱରରେ ଅବସ୍ଥିତ।