ଏହା ହେଉଛି ଭାରତରେ ସବୁଠାରୁ ୫ କଠିନ Entrance Exams

Feb 2, 2024, 12:20 PM IST

Jagdish Barik

ସାଧାରଣତଃ ପ୍ରତ୍ୟେକ ପରୀକ୍ଷା କଷ୍ଟକର ଅଟେ

ତେବେ ଏପରି କିଛି ପରୀକ୍ଷା ଅଛି, ଯେଉଁଥିରେ ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ହଜାରେ ଜଣ ସଫଳ ହୋଇଥାନ୍ତି

UPSC ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା

ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ଅଳ୍ପ କେତେଜଣ ଏଥିରେ ସଫଳ ହୁଅନ୍ତି

ଏହି ପରିକ୍ଷା IAS, IPS ଓ IFS ଅଧିକାରୀଙ୍କ ପାଇଁ ହୋଇଥାଏ

ସଶସ୍ତ୍ର ବାହିନୀର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ NDA ପରୀକ୍ଷା ଅନ୍ୟତମ

ଏହି ପରୀକ୍ଷା ପାଇଁ ଜଣେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ଆବଶ୍ୟକ

ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଇଁ GATE ପରୀକ୍ଷା ହୋଇଥାଏ

IIT JEE ପରୀକ୍ଷା ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରେ ଆଡମିଶନ ପାଇଁ ହୋଇଥାଏ

IES ପରୀକ୍ଷା ମଧ୍ୟ ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ