UPSC କ୍ରାକ୍ କିରବା ପାଇଁ ବିକାଶ ଦିବ୍ୟାକର୍ତ୍ତୀ ସାର୍ ଦେଇଛନ୍ତି ଏହି ୫ଟି ଟିପ୍ସ

May 10, 2023, 06:54 PM IST

Jagdish Barik

ବିକାଶ ଦିବ୍ୟାକର୍ତ୍ତୀ ସାର୍ ୟୁପିଏସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ପାଖରେ ବେଶ ଜଣାଶୁଣା

ୟୁପିଏସି ସିଭିଲ ସର୍ଭିସ ପରୀକ୍ଷା କ୍ରାକ୍ କିରବା ଏତେ ସହଜ ହୋଇନଥାଏ 

ଏଭଳି ପରିସ୍ଥିତିରେ ବିକାଶ ଦିବ୍ୟାକର୍ତ୍ତୀ ସାର୍ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦେଇଛନ୍ତି ବିଶେଷ ଟିପ୍ସ 

ୟୁପିଏସି ପରୀକ୍ଷା କ୍ରାକ୍ କିରବା ପାଇଁ ପ୍ରାର୍ଥୀଙ୍କୁ ଲେଖିବା ଅଭ୍ୟାସ କରିବା ଜରୁରୀ 

ପ୍ରାର୍ଥୀଙ୍କୁ ଲେଖିବା ସହିତ ସମାନ ପରିମାଣରେ ପଢିବା ଜରୁରୀ

ଦୈନିକ ୮ ରୁ ୧୦ ଘଣ୍ଟାର ପଢିବାର ଅଭ୍ୟାସ କରିବା ଜରୁରୀ

ବିଷୟକୁ ବୁଝି ପଢିବା ଓ ଲେଖିବା ଉଚିତ୍

କହିବାର ଅଭ୍ୟାସ କରିବା ଉଚିତ୍

କାରଣ ଏହା ସାକ୍ଷାତକାର ଇଣ୍ଟରଭ୍ୟୁରେ ବହୁତ କାମରେ ଆସିଥାଏ

ବିକାଶ ଦିବ୍ୟାକର୍ତ୍ତୀ ସାରଙ୍କ ଏହି ଟିପ୍ସ ଫଲୋ କରି ଆପଣ ମଧ୍ୟ ୟୁପିଏସି କ୍ରାକ୍ କରିପାରିବେ