ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ୧୦ଟି ଫଟୋରେ ୧୦ଟି କଥା

Mar 7, 2025, 05:08 PM IST

Soubhagya Mishra

ଓଲିଉଡରେ ଅନେକ ସିନେମା ଏବଂ ମ୍ୟୁଜିକ ଭିଡିଓରେ ଅଭିନୟ କରିଛନ୍ତି ପ୍ରକୃତି

ଶିଶୁ କଳାକାର ଭାବେ ୨୦୦୦ ମସିହାରେ ଅଭିନୟ ଦୁନିଆରେ ପ୍ରଥମେ ପାଦ ରଖିଥିଲେ

ପ୍ରକୃତିଙ୍କ ପ୍ରଥମ ସିନେମାର ନାଁ ହେଉଛି 'ହରି ଭାଇ ହାରେନା'

ଏହାପରେ ୨୦୦୩ରେ ସାବତ ମା ସିନେମାରେ ପ୍ରକୃତି ଅଭିନୟ କରିଥିଲେ

ଏହା ପରେ ନାୟିକା ଭାବେ ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଛନ୍ତି ପ୍ରକୃତି

ଥୁକୁଲ, ଏସିପି ସାଗରିକା, ବିନ୍ଦାସ ରୋମିଓ, ମିଠା ମିାଠା, ହ୍ୟାଲୋ ଆରସି, ପ୍ରେମମ୍, କୁହୁଡି, ପରି ଅନେକ ସିନେମାରେ ପ୍ରକୃତି ଅଭିନୟ କରିଛନ୍ତି ।

ଅନେକ ରିଆଲିଟି ଶୋରେ ମଧ୍ୟ ପ୍ରକୃତି ଜଜ୍ ଭାବେ ନଜର ଆସିଛନ୍ତି ।

୨ଟି ହିନ୍ଦୀ ୱେବସିରିଜରେ ମଧ୍ୟ ପ୍ରକୃତିଙ୍କ ଅଭିନୟ ଦେଖିଛନ୍ତି ଦର୍ଶକ

ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ନ୍ୟାସନାଲ ଫିଲ୍ମ ଆୱାର୍ଡ, ଓଡ଼ିଶା ମ୍ୟୁଜିକ ଆୱାର୍ଡ ପରି ଅନେକ ପୁରସ୍କାର ପାଇଛନ୍ତି ପ୍ରକୃତି

ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ କୃଷ୍ଣପ୍ରିୟା ମିଶ୍ରଙ୍କ ଅଲିଅଳି ଝିଅ ହେଉଛନ୍ତି ପ୍ରକୃତି