ଗତକିଛି ଦିନ ହେବ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି
କୁହାଯାଉଛି ଆଜି ଏକ ତାରକା ହୋଟେଲେ ରେ ନିର୍ବନ୍ଧ ସରିଥିବା ବେଳେ ୧୧ ତାରିଖରେ ହୋଇପାରେ ବାହାଘର
ଏହାକୁ ନେଇ କେବଳ ଯେ ଓଲିଉଡ ଦୁନିଆ ନୁହେଁ ବରଂ ସବୁଆଡେ ଚର୍ଚ୍ଚା ଜୋର ଧରିଛି
ହେଲେ ଅନେକ ସମୟରେ ଅନୁଭବ ଓ ବର୍ଷାଙ୍କ ପୁରୁଣା ଫଟୋ ବେଶ୍ ଭାଇରାଲ ହୋଇଥାଏ
ଅଲଗା ହୋଇସାରିଛନ୍ତି ସେଲିବ୍ରିଟି ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ
ଫେବୃଆରୀ ୮, ୨୦୧୪ରେ ଅନୁଭବ ଏବଂ ବର୍ଷା ବିବାହ କରିଥିଲେ
ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦର ମୂଳ ମାମଲା ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା
କୁହାଯାଏ ଯେ ଏହି ଷ୍ଟାର ଦମ୍ପତିଙ୍କ ପ୍ରେମ ନେଇଯାରେ ମେଘ ମୋତେ ରୁ ଆରମ୍ଭ ହୋଇଥିଲା
ଏହାପରେ ଓଲିଉଡର ନମ୍ବର ୱାନ୍ ଯୋଡ଼ି ପାଲଟିଯାଇଥିଲେ ଅନୁଭବ-ବର୍ଷା ପ୍ରିୟଦର୍ଶିନୀ
ଅନେକ ହିଟ୍ ପରେ ହିଟ୍ ଫିଲ୍ମ ଉଭୟେ ଦେଇଥିଲେ ଓଲିଉଡ ସିନେ ଜଗତକୁ