୧୯୮୪ରେ ,ଶିଶୁ କଳାକାଳ ଭାବେ ଫିଲ୍ମ 'ଭେଟ୍ରି'ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ।
୧୯୯୨ରେ ଫିଲ୍ମ'ନାଲାଇୟା ଥିରପୁ'ରେ ଲିଡ୍ ରୋଲରେ ନଜର ଆସିଥିଲେ।
ଅଭିନୟ ବ୍ୟତିତ ବିଜୟ ଗୀତ ଗାଇବାରେ ସେ ବେଶ ଧୁରନ୍ଦର । 'ସେଲଫି ପୁଲ୍ଲା','କଥଥି'ଭଳି ଫିଲ୍ମର କିଛି ଗୀତରେ କଣ୍ଠଦାନ କରିଛନ୍ତି ।
ଏହା ବ୍ୟତିତ ବିଜୟ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରନ୍ତି । ତାଙ୍କର 'Vijay Makkal Iyakkam' ନାମକ ଏକ ସଂସ୍ଥା ରହିଛି ।
'ନାଲାଇୟା ଥିରପୁ', 'ସିନ୍ଦିରାପାଣ୍ତି', 'ରାଶିଗଣ' ଓ 'ଦେଭା' ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି।
ଦମଦାର ଅଭିନୟ ପାଇଁ ତାମିଲନାଡୁ ରାଜ୍ୟ ପୁରସ୍କାର,ଫିଲ୍ମ ଫେୟାର ଆଓ୍ବାର୍ଡ ସାଉଥ୍,ବିଜୟ ଆଓ୍ବାର୍ଡସ୍ ଭଳି ସମ୍ମାନରେ ସମ୍ମାନୀତ ହୋଇଛନ୍ତି।
ଆଜିକା ଦିନରେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଜଣେ ଆଗ ଧାଡିର ଅଭିନେତା।
ବିଜୟଙ୍କ ମୋଟ ସମ୍ପତିର ମୂଲ୍ୟ ୪୪୫ କୋଟି ହେବ।