Rani Panda: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତାଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା...

Feb 26, 2025, 09:25 AM IST

Narmada Behera

ବିବାଦୀୟ ଅଭିନେତ୍ରୀ ତଥା ଆଇଟମ୍ ଡାନ୍ସର ରାଣୀ ପଣ୍ତା।

ବିବାଦୀୟ ବୟାନ ପାଇଁ ସେ ଚର୍ଚ୍ଚାରେ ଥାଆନ୍ତି। 

ସବୁବେଳେ ଗରିବଙ୍କ ସାହାର ପାଲଟି ଥାଆନ୍ତି ରାଣୀ ପଣ୍ତା। 

ନିକଟରେ ରାଣୀ ପଣ୍ତାଙ୍କ ପ୍ରେମିକ ବିକ୍ରମ ତାଙ୍କୁ ପ୍ରେମରେ ଧୋକା ଦେଇଥିବା ଅଭିଯୋଗ ହୋଇଥିଲା।

ବିକ୍ରମ ରାଣୀଙ୍କୁ ଧୋକା ଦେଇ ଅନତ୍ର ବିବାହ କରିଛନ୍ତି। ଏହାକୁ ସହି ନପାରି ସେ ବିକ୍ରମଙ୍କୁ ଶୁଦ୍ଧି ହୋଇଛନ୍ତି।

ବିକ୍ରମ ଉପହାର ସ୍ବରୂପ ଦେଇଥିବା ଶାଢୀ, ଫୋନ୍ ଓ ସୁନା କାଲଫୁଲ୍ କୁ ରାଣୀ ନିଆଁ ଲଗାଇ ଜାଳିଦେଇଛନ୍ତି। 

ରାଣୀ କହିଛନ୍ତି, ଆଜି ଠାରୁ ବିକ୍ରମ୍ ମୋ ଜୀବନରୁ ଚାଲିଗଲା, ବଞ୍ଚିଥିବା ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସେବା କରିବି । 

ଏବଂ ଭଲ ନାଟକ ଦର୍ଶକଙ୍କୁ ଭେଟି ଦେବି।

ଧୋକା ପାଇବା ପରେ ସେ ଭାଙ୍ଗି ପଡିଥିଲେ। ଏନେଇ ବିକ୍ରମ ତାଙ୍କୁ ବ୍ଲାକ୍ ମେଲ୍ କରିବା ଅଭିଯୋଗ ନେଇ ରାଣୀ ଥାନାର ଦ୍ବାରସ୍ତ ହୋଇଥିଲେ।

ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ବିକ୍ରମ ତାଙ୍କୁ ଧୋକା ଦେଇଛି ସତ ହେଲେ ରାଣୀ ଏବେବି ତାଙ୍କୁ ମନରୁ ଭୂଲି ପାରି ନାହାଁନ୍ତି।