Dancer Rani Priyadarshini: ଯାତ୍ରା ଦୁନିଆର ଫେମସ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କ ବିଷୟରେ ଅଜଣା କଥା...

Mar 10, 2025, 07:17 PM IST

Rashmita Sahoo

ଯାତ୍ରା ଦୁନିଆର ଫେମସ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କୁ କିଏ ବା ନଜାଣେ 

ବିଭିନ୍ନ ଅପେରା ପାର୍ଟିର ଆଇଟମ ଡ୍ୟାନ୍ସର ଭାବେ ନିଜର ଜଲୱା ଦେଖାଇଛନ୍ତି ରାନୀ 

ତେବେ ତାଙ୍କର ପ୍ରକୃତ ନାମ ହେଲା  ରାନୀ ପ୍ରିୟଦର୍ଶିନୀ ସାହୁ

ଯାତ୍ରା ଆଇଟମ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କ ଘର ବା ଜନ୍ମ ସ୍ଥାନ ହେଉଛି ଭଦ୍ରକ

ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ ନିଜ କ୍ୟାରିୟର ପ୍ରଥମେ ସ୍କୁଲ ଡ୍ରାମାରୁ ଆରମ୍ଭ କରିଥିଲେ

ପରେ ଆଲବମରେ କାମ କରିବା ପରେ ଏବେ ଯାତ୍ରା ଜଗତରେ ଆଇଟମ ଡ୍ୟାନ୍ସର ଭାବେ ଉଭା ହୋଇଛନ୍ତି

ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି ଆଇଟମ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ

ସାହୁ ଭାଉଜ, ନିଶା ମହାରଣାଙ୍କୁ ଟକ୍କର ଦେବାକୁ ଯାଇ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି 

ଅନେକ ଟେଲିଭିଜିନ ସୋର ବିତର୍କରେ ମଧ୍ୟ ଯୋଗ ଦେଇ ଚର୍ଚ୍ଚାକୁ ଆସିଛନ୍ତି ରାନୀ ପ୍ରିୟଦର୍ଶିନୀ

ଏହାସହ ରାନୀ ପ୍ରିୟଦର୍ଶିନୀ କିଛି ଦିନ ତଳେ ଡମ୍ବରୁ ଧରି ତାଣ୍ଡବ କରିଥିଲେ ଯାହାର ଭିଡିଓ ଭାଇରାଲ ହୋଇଥିଲା