ତୋ ଆଖିରେ ମୋ ଆଖି ମିଶିଲା ପରେ...

Mar 8, 2025, 02:23 PM IST

Soubhagya Mishra

ମୋ ହାତ ଧରି ଚାଲୁଥା

ସାଥିରେ ତୁ ମୋର ସାଥିରେ

ଅନୁଭବ ଏବଂ ଜାଗ୍ରତିଙ୍କ ନିର୍ବନ୍ଧ ସମୟରେ ଉପସ୍ଥିତ ଅତିଥି

ଶୁକ୍ରବାର ଦିନ ଜାଗ୍ରତି ଏବଂ ଅନୁଭବଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି

କିଛି ଦିନ ହେବ ଲାଗି ରହିଥିବା ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି

ବର୍ତ୍ତମାନ ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ଖୁବ କମ ଲୋକଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମାପ୍ତ ହୋଇଛି

ଭାଈ ଅନୁପ୍ରାସଙ୍କ ସହ ଅନୁଭବ ମହାନ୍ତି

ଖୁସିରେ ପରସ୍ପରଙ୍କୁ ଆଲିଙ୍ଗନ କରୁଛନ୍ତି ଉଭୟଙ୍କ ପରିବାର ସଦସ୍ୟ

ପୂର୍ବରୁ ଅନୁଭବଙ୍କ ଜୀବନୀକୁ ନେଇ ବହି ଲେଖିଥିଲେ ଜାଗ୍ରତି