Anubhav Mohanty Birthday: ଆଜି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜନ୍ମଦିନ

Dec 24, 2023, 02:50 PM IST

Soubhagya Mishra

ଜୀ ଓଡ଼ିଶା ନ୍ୟୁଜ୍ ପକ୍ଷରୁ ଅନୁଭବଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ

ମଧ୍ୟରାତ୍ରୀରୁ ଅନୁଭବଙ୍କ ନିକଟକୁ ଆସିବାରେ ଲାଗିଛି ଅନେକ ଶୁଭେଚ୍ଛା

ପ୍ରଶଂସକମାନେ ଅନୁଭବଙ୍କୁ ଭେଟି ଜଣାଉଛନ୍ତି ଶୁଭକାମନା।

ନିଜ ପରିବାର ସହ ଜନ୍ମଦିନ ପାଳନ ପାଇଁ ଶନିବାର ଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ଅନୁଭବ

ପୂର୍ବରୁ କିଛି ବର୍ଷ ହେବ ଅନୁଭବ ନିଜ ଜନ୍ମଦିନ ପାଳନ କରିନଥିଲେ

ନାଲି କୋଠାରୁ ନ୍ୟାୟ ମିଳିବା ପରେ ଜନ୍ମଦିନ ପାଳନ କରିବେ ବୋଲି କହିଥିଲେ ଅନୁଭବ

ହାଇକୋର୍ଟ ପକ୍ଷରୁ ବିବାହ ବିଚ୍ଛେଦ ରାୟ ପରେ ଖୁସି ଅଛନ୍ତି କେନ୍ଦ୍ରାପଡା ସାଂସଦ

ନିକଟରେ ନିଜର ଦ୍ୱିତୀୟ ବିବାହ ନେଇ ଅନୁଭବ ପ୍ରତିକ୍ରିୟା ରଖିଥିଲେ

ଶନିବାର ଭୁବନେଶ୍ୱର ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ମୋର ପ୍ରଥମ ବିବାହ ହୋଇନାହିଁ 

ଆଜି ଅନୁଭବଙ୍କ ଜନ୍ମଦିନ ଅବସରରେ ନିଜର ସାଥୀ କଳାକାରମାନେ ମଧ୍ୟ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି