ବଲିଉଡ଼ର ସବୁଠୁ ଦାମୀ ଏହି ୧୦ ଅଭିନେତ୍ରୀ, ଯିଏ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି କୋଟି କୋଟି

May 29, 2023, 02:40 PM IST

Narmada Behera

ଐଶ୍ବର୍ଯ୍ୟା ରାୟ ବଚ୍ଚନ ଗୋଟିଏ ଫିଲ୍ମ ପାଇଁ ୧୦ କୋଟି ଚାର୍ଜ କରନ୍ତି । 

ଅନୁଷ୍କା ଶର୍ମା, ଗୋଟିଏ ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ନେଇ ଥାନ୍ତି ।

ବିଦ୍ୟା ବାଲନ୍,  ୮ରୁ ୧୪ କୋଟି ଚାର୍ଜ କରନ୍ତି।

କରୀନା କପୁର ଖାନ୍  ୮ ରୁ ୧୮ କୋଟି ନିଅନ୍ତି। 

ଶ୍ରଦ୍ଧା କପୁର ୭ ରୁ ୨୩ କୋଟି ଚାର୍ଜ କରିଥାନ୍ତି।

ଆଲିଆ ଭଟ୍ଟ, ଗୋଟିଏ ଫିଲ୍ମ କରିବା ପାଇଁ ୧୦ ରୁ ୨୦ କୋଟି ନିଅନ୍ତି ।  

କ୍ୟାଟ୍ରିନା କୈଫ ୧୫ ରୁ ୨୧ କୋଟି ନିଅନ୍ତି।

ଗୋଟିଏ ଫିଲ୍ମ ପାଇଁ  ପ୍ରିୟଙ୍କା ଚୋପ୍ରା ୧୫ ରୁ ୨୩ କୋଟି ନିଅନ୍ତି । 

କଙ୍ଗନା ରାଣାଓ୍ବତ ମଧ୍ୟ ୧୫ରୁ ୨୭ କୋଟି ନେବାକୁ ଦାବି କରିଥାନ୍ତି । 

ଦୀପିକା ପାଦୁକୋନ୍ ମଧ୍ୟ ୧୫ ରୁ ୩୦ କୋଟି ଗୋଟିଏ ଫିଲ୍ମ ପାଇଁ ଦାବି କରନ୍ତି ।