ଏବେ କିଛିଦିନ ତଳେ ନେଟଫ୍ଲିକ୍ସରେ ଅପଲୋଡ ହୋଇଛି ସାଉଥ ଫିଲ୍ମ ଅଫିସର ଅନ୍ ଡ୍ୟୁଟି
ଏହି ଫିଲ୍ମଟି ପାଖାପାଖି ୨ ଘଣ୍ଟା ୩୦ ମିନିଟର ରହିଛି, ଯାହା ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ
ଏହାସହ OTTରେ ଆପଣ ଆଉ ଏକ ଫିଲ୍ମ ମଧ୍ୟ ଦେଖିପାରିବେ ଯାହାର ନାଁ Forensic
ସସପେନ୍ସ ଥ୍ରିଲର ସହ କ୍ରାଇମ ସିନ୍ ଇନଭେଷ୍ଟିଗେସନ କୁ ନେଇ ମୁଣ୍ଡ ଘୁରାଇଦେବ ଏହି ଫିଲ୍ମ
ସେହିପରି ତୃତୀୟରେ ରହିଛି Anweshippin Kandethum ମଲାୟଲି ମୁଭି
ହିନ୍ଦୀ ଭାଷାରେ ଓଟିଟିରେ ରିଲିଜ ସହ ଏକ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପୂରା କାହାଣୀ ରହିଛି
ନେଟଫ୍ଲିକ୍ସରେ Mystery/Thriller ରେ ଭରା CBI 5 ଫିଲ୍ମ ମଧ୍ୟ ଦେଖିପାରିବେ
ହିନ୍ଦୀ ଭାଷାର ଏହି ଫିଲ୍ମଟି ୨ ଘଣ୍ଟା ୪୨ ମିନିଟ୍ ର ରହିଛି ଯାହାକୁ ଦେଖିଲେ ମୁଣ୍ଡ ଘୂରିଯିବ
ପଞ୍ଚମରେ ରହିଛି ସାଉଥ ଫିଲ୍ମ Kurup
IMDB ରେଟିଂରେ ୭ ପାଇଥିବା ଏହି ଫିଲ୍ମଟି ରହିଛି ନେଟ୍ ଫ୍ଲିକ୍ସରେ...ଦେଖନ୍ତୁ ଏନଜୟ କରନ୍ତୁ