ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ବିବାହ ବିଚ୍ଛେଦ ବିଷୟରେ ଜାଣନ୍ତୁ କିଛି ଅକୁହା କଥା...

Mar 7, 2025, 04:04 PM IST

Priyambada Rana

ଓଲିଉଡର ଖୁବ୍ ଚର୍ଚ୍ଚିତ ଓ ଲୋକପ୍ରିୟ ଜୋଡ଼ି ଥିଲେ ସିଦ୍ଧାନ୍ତ ଓ ରଚନା

୧୯୯୩ ରେ ପ୍ରଥମ ଥର 'ପଥର ଖସୁଚି ବଡ଼ ଦେଉଳୁ ଫିଲ୍ମ'ରୁ ଦୁହେଁ ଏକାଠି ଅଭିନୟ ଅରମ୍ଭ କରିଥିଲେ

ଦୁହେଁ ଏକାଠି ଓଡ଼ିଆ ସିନେ ଜଗତକୁ ଅନେକ ସୁପରହିଟ୍ ସିନେମା ଦେଇଛନ୍ତି

ସିନେମାରେ ଅଭିନୟରୁ ଦୁହେଁ ଧିରେ ଧିରେ ନିକଟତର ହୋଇଥିଲେ 

ପ୍ରଥମେ ପ୍ରେମ ଓ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ୨ କଳାକାର

ମାତ୍ର ୨୦୦୪ ରେ ପରସ୍ପର ଠାରୁ ଡିଭୋର୍ସ ନେଇଥିଲେ

ଏହା ପରେ ରଚନା ୨୦୦୭ରେ ପ୍ରବୋଲ ବାସୁଙ୍କୁ ବିବାହ କରଥିଲେ

୨୦୧୬ରେ ସେମାନେ ଡିଭୋର୍ସ ନେଇଥିଲେ, ପ୍ରବୋଲଙ୍କ ସହ ତାଙ୍କର ଗୋଟିଏ ପୁଅ ଅଛି

ସିଦ୍ଧାନ୍ତ ୨୦୦୪ରେ ଓଡ଼ିଆ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ 

ସେମାନେ ଏବେ ୨ ସନ୍ତାନର ମାତା-ପିତା