Dhirendra Shashtri: କେତେ ପାଠ ପଢ଼ିଛନ୍ତି ବାଗେଶ୍ୱର ବାବା ଧିରେନ୍ଦ୍ର ଶାସ୍ତ୍ରୀ ? 

Feb 25, 2025, 08:32 PM IST

Priyambada Rana

"ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ବାଲାଜୀ ମନ୍ଦିରର ପୂଜା ସମୟରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିଥିଲେ"

ପ୍ରଧାନମନ୍ତ୍ରୀ ବାବାଙ୍କ ବିଷୟରେ କହିଥିଲେ ଯେ ସେ ଦୀର୍ଘ ଦିନ ଧରି ଦେଶରେ ଏକତାର ମନ୍ତ୍ର ବିସ୍ତାର କରିଆସୁଛନ୍ତି

'ସେ ସମାଜ ଏବଂ ମାନବିକତାର ସ୍ୱାର୍ଥ ପାଇଁ ବଡ଼ ପଦକ୍ଷେପ ନେଉଛନ୍ତି'

"ବାଗେଶ୍ୱର ବାବା ବେଳେବେଳେ ବିବାଦୀୟ ବକ୍ତବ୍ୟ ପାଇଁ ଏବଂ ବେଳେବେଳେ ସହଜ ଶୈଳୀ ପାଇଁ ଜଣାଶୁଣା"

'ଏହା ବ୍ୟତୀତ ଧିରେନ୍ଦ୍ର ଶାସ୍ତ୍ରୀ ଛଦ୍ମନାମ ବାଗେଶ୍ୱର ବାବା ଜଣେ ଭଲ ପ୍ରବଚନକାରୀ'

 "ଧିରେନ୍ଦ୍ର ଶାସ୍ତ୍ରୀ ୧୨ ବର୍ଷ ବୟସରେ ପ୍ରବଚନ ଦେବା ଆରମ୍ଭ କରିଥିଲେ।"

"ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ପ୍ରସିଦ୍ଧ ବାଗେଶ୍ୱର ଧାମର ପୁରୋହିତ"

"ତାଙ୍କର ଏକ ଇଣ୍ଟରଭ୍ୟୁରେ ଧିରେନ୍ଦ୍ର ଶାସ୍ତ୍ରୀ କହିଥିଲେ ଯେ ସେ ସ୍ନାତକୋତ୍ତ କରିଛନ୍ତି"

ବାସ୍ତବରେ ବାଗେଶ୍ୱର ବାବା ବିଏ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି।