ଦୁନିଆର ଏମିତି ୫ ଟି ଅଜବ ରେକର୍ଡ ଯାହାକୁ ଗିନିଜ୍ ବୁକ୍ ରେ ମିଳିଛି ସ୍ଥାନ 

May 29, 2023, 07:05 PM IST

Rashmita Sahoo

ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା କରିବାକୁ ଲୋକ ପସନ୍ଦ କରନ୍ତି 

କାରଣ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଏମିତି ଦୁଃସାହାସିକ କାମ କରିଥାନ୍ତି ଲୋକ 

ମେକ୍ସିକୋର ଏମିତି ଗୋଟେ ଫ୍ୟାମିଲି ଅଛି ଯାହାଙ୍କ ଶରୀର ପୂରା ୯୮ ପ୍ରତିଶତ କେବଳ କେଶରେ ଭରପୂର ହୋଇ ରହିଛି ଯେଉଁ କାରଣରୁ ଏହି ପରିବାର ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି 

ଡେଭିସ ରଶ ନାମକ ଜଣେ ଯୁବକ ନିଜ ପାଟିରେ ୧୦୦ ମହମବତୀକୁ ଧରି ରଖିପାରନ୍ତି 

ସେହିପରି ଭାରତର ପୁଣେରେ ୮୬ ବର୍ଷୀୟ ଶ୍ରୀଧର ଚିଲ୍ଲାଲ ମଧ୍ୟ ନିଜ ନଖ ପାଇଁ ରେକର୍ଡ କରିଛନ୍ତି 

ତାଙ୍କ ନଖର ଲମ୍ବ ହେଉଛି ୬ ଫୁଟ ୪ ଇଞ୍ଚ 

ଅଜବ କାରନାମା କରି ବିଦେଶର ଏହି ବୟସ୍କ ବ୍ୟକ୍ତି ବି ଭାରି ଚର୍ଚ୍ଚାରେ 

ଏଣ୍ଡ୍ରିୁ ଷ୍ଟେଟନ ନାମକ ଜଣେ ବୟସ୍କ ବ୍ୟକ୍ତି ୧୧ ଫୁଟ ୧୦ ଇଞ୍ଚ ଲମ୍ବର ସ୍ପ୍ରିଙ୍ଗକୁ ନାକରେ ପୂରାଇ ମୁହଁ ପଟେ ବାହାର କରିଥାନ୍ତି 

ଏମିତି ଏକ ରେକର୍ଡ ଚୁମ୍ବନକୁ ନେଇ ମଧ୍ୟ କରାଯାଇଛି 

ଭାଲେଣ୍ଟାଇନ ଡେରେ ଏକ କପଲ୍ ୫୮ ଘଣ୍ଟା ପର୍ଯ୍ୟନ୍ତ କିସ୍ କରି ରେକର୍ଡ କରିଛନ୍ତି