ବେଳେବେଳେ ଜଣେ ବ୍ୟକ୍ତି ମେସେଜ ପଠାଇବା ପରେ ଡିଲିଟ୍ କରି ନିଅନ୍ତି
ଆମେ ଏପରି ମେସେଜ୍ ଦେଖିବାକୁ ଅସମର୍ଥ କାରଣ ଏଗୁଡିକ ଦେଖିବା ପୂର୍ବରୁ ଅଦୃଶ୍ୟ ହୋଇଯାଏ
ଆପଣ ଏକ ଟ୍ରିକ୍ସରେ ସହିତ ଡିଲିଟ୍ ହୋଇଥିବା ମେସେଜ୍ ମଧ୍ୟ ପଢ଼ିପାରିବେ
ଏଥିପାଇଁ ଆପଣଙ୍କୁ ଫୋନର ସେଟିଂକୁ ଯାଇ ନୋଟିଫିକେସନ୍ ହିଷ୍ଟ୍ରୀ ଟର୍ଣ୍ଣ ଅନ୍ କରିବାକୁ ପଡିବ
ନୋଟିଫିକେସନ୍ ହିଷ୍ଟ୍ରୀର ସେଟିଂ ଆଡଭାନ୍ସ ସେଟିଂରେ ପାଇପାରିବେ
ଏହି ସେଟିଂ ଟର୍ଣ୍ଣ ଅନ୍ କରିବା ପରେ, ଆସୁଥିବା ସମସ୍ତ ନୋଟିଫିକେସନ୍ ହିଷ୍ଟ୍ରୀରେ ରହିବ
ଏହି ସମସ୍ତ ହିଷ୍ଟ୍ରୀ କେବଳ ଗୋଟିଏ ଦିନ ପାଇଁ ଫୋନରେ ରହିଥାଏ
ଏହି ଫିଚର୍ ସହିତ ଆପଣ ଡିଲିଟ୍ ମେସେଜ ଗୁଡ଼ିକୁ ଦେଖିବାକୁ ସମର୍ଥ ହେବେ