ICC ଚେୟାରମ୍ୟାନ୍ ହେଲେ ଜୟ ଶାହା, ଜାଣନ୍ତୁ ଏଥିପାଇଁ କଣ ଦରକାର ଯୋଗ୍ୟତା?

Aug 29, 2024, 02:12 PM IST

Rashmita Sahoo

ଜୟ ଶାହା ICC ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଛନ୍ତି 

୧ ଡିସେମ୍ବର ୨୦୨୪ ରୁ ସେ ଏହି ପଦକୁ ବିଦ୍ଧିବଦ୍ଧ ଭାବେ ସମ୍ଭାଳିବେ

ଜୟ ଶାହା ୨୦୧୯ ରେ ବିସିସିଆଇ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ

ହେଲେ ଆପଣ ଜାଣନ୍ତି କି ICC ଚେୟାରମ୍ୟାନ୍ ହେବାକୁ ହେଲେ କଣ ଯୋଗ୍ୟତା ଦରକାର? 

ICC ଚେୟାରମ୍ୟାନ୍ ହେବାକୁ ହେଲେ ଖେଳ ପ୍ରତି କୌଶଳ, ଅନ୍ତଃରାଷ୍ଟ୍ରୀୟ ସ୍ତର ରେ ଖେଳପ୍ରତି ରୁଚି ଓ ସମର୍ପଣ ଥିବା ଦରକାର

ଚେୟାରମ୍ୟାନଙ୍କ ମଧ୍ୟରେ କ୍ରିକେଟ ପ୍ରତି ଗଭୀର ଜ୍ଞାନ ଖେଳ ପ୍ରତି ପ୍ରତିବଦ୍ଧତା ରହିବା ଜରୁରୀ 

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ ର ଅଧ୍ୟକ୍ଷ ଙ୍କ କାର୍ଯ୍ୟକାଳ କଥା କହିବା ଯଦି ଏହା ୨ ବର୍ଷର ହୋଇଥାଏ

ଯାହାକୁ ୨ ର ରିନ୍ୟୁ ମଧ୍ୟ କରାଯାଇପାରିବ, ସେମିତି ଦେଖିବାକୁ ଗଲେ ଜଣେ ଲୋକ ୬ ବର୍ଷ ଧରି ଚେୟାରମ୍ୟାନ ରହିପାରିବ

ଆଇସିସିର ନିୟମାନୁସାରେ, ଚେୟାରମ୍ୟାନ ଚୟନ ବେଳେ ୧୬ ଟି ଭୋଟ ହୋଇଥାଏ