ଜାଣନ୍ତୁ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ କ'ଣ...

Apr 4, 2025, 07:32 AM IST

Priyambada Rana

ବିଧାନସଭାରେ ପାରିତ ହେଲା ଓଡିଶା ବିଶ୍ୱବିଦ୍ୟାଳୟ ବିଧେୟକ ୨୦୨୪ 

ବିଧେୟକ ରେ ୧୮ ଗୋଟି କ୍ଲଜ ରହିଥିବା ବେଳେ ୧୨ ଟି ସଂଶୋଧିତ ପ୍ରସ୍ତାବ ରହିଛି 

୧୫ଟି ସରକାରୀ ବିଶ୍ବବିଦ୍ୟାଳୟ ଓଡିଶା ବିଶ୍ବବିଦ୍ୟାଳୟ ଅଧୁନିୟମ, ୧୯୮୯ ଅନୁଯାୟୀ କାର୍ଯ୍ୟ କରୁଛି

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉପୁଜିଥିବା ସ୍ଥାଣୁତାକୁ ଏଡାଇବା

ଠିକ୍ ସମୟରେ ନିଯୁକ୍ତିକୁ ସୁଗମ କରି ପ୍ରକ୍ରିୟାଗତ ପ୍ରତିବନ୍ଧକକୁ ଦୂର କରିବା 

ଶିକ୍ଷାବିତମାନ‌ଙ୍କ ଦ୍ବାରା ଗଢ଼ା ଯାଇଥିବା ଏକ କମିଟି ଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକ ରେ ଶିକ୍ଷକ ନିଯୁକ୍ତି କରାଯିବ 

ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ "ଦୂର ଶିକ୍ଷା" ପ୍ରଣୟନ କରିବା ବ୍ୟବସ୍ଥା ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି

ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ହାସଲ କରିବାର ସୁଯୋଗ ମିଳିବ 

'ସିନେଟ୍'କୁ ପୁନଃ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି

କାର୍ଯ୍ୟ ପରିସୀମା ଓ କ୍ଷମତାକୁ ୫୯ ସଂଖ୍ୟକ କାର୍ଯ୍ୟାବଳୀରେ ବ୍ୟାଖ୍ୟା କରାଯାଇଛି