କେବଳ ପଇଡ଼ ପାଣି ନୁହେଁ, ଏହାର ନାଳି ବି ବହୁତ ଲାଭଦାୟକ ଜାଣନ୍ତୁ 

Apr 19, 2024, 01:51 PM IST

Soubhagya Mishra

ଖରାଦିନେ ପଇଡ଼ ପାଣି ପିଇବା ବହୁତ ଲୋକଙ୍କର ପସନ୍ଦ। ଏହା ଶରୀରରେ ଜଳର କମିକୁ ଦୂର କରିଥାଏ।

ପଇଡ଼ ପାଣି ପିଇବା ପରେ ଏହାର ନାଳି ମଧ୍ଯ ବହୁତ ଲାଭଦାୟକ ହୋଇଥାଏ।

ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ ଅନୁସାରେ, ନାଳି ଖାଇବା ଦ୍ବାରା ଶରୀରରୁ ଖରାପ କୋଲେଷ୍ଟ୍ରଲ ଦୂର ହୁଏ। 

ପଇଡ଼ର ନାଳି ଆପଣଙ୍କର ପାଚନ ତନ୍ତ୍ରକୁ ଶକ୍ତ କରିବାରେ ମଧ୍ଯ ସାହଯ୍ୟ କରେ।

ଇମ୍ୟୁନ ସିଷ୍ଟମ କୁ ମଜବୁତ୍ କରିବା ପାଇଁ ମଧ୍ୟ ଏହାକୁ ଖାଈବା ଉଚିତ୍।

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିଶ୍ଚିତ ପଇଡ଼ ନାଳି ଖାଇବା ଉଚିତ୍ ।

ପଇଡ଼ର ନାଳି ଆପଣଙ୍କର ହାର୍ଟ ହେଲ୍ଥକୁ ମଜବୁତ୍ କରିବାରେ ସାହାର୍ଯ୍ୟ କରେ।

ପଇଡ଼ ନାଳିରେ ଥିବା ଆଇରନ୍‌, ଫସଫରସ, ମାଙ୍ଗାନିଜ, ଜିଙ୍କ, ଏଣ୍ଟିଅକ୍ସିଡାଣ୍ଟ ଓ ଏଣ୍ଟିଇନଫ୍ଲାମେଟରୀ ତତ୍ତ୍ୱ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । 

ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖରେ ‘ବିଶ୍ବ ନାରିକେଳ ଦିବସ’ ପାଳନ କରାଯାଏ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ ।