ଲିଭର କ୍ୟାନସର ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ!

Jul 23, 2024, 11:55 AM IST

Narmada Behera

ଅସାଧରଣ ଜୀବନ ଶୈଳୀ ଯୋଗୁଁ ଲୋକଙ୍କୁ ଏକାଧିକ ରୋଗ ଗ୍ରାସ କରୁଛି। 

ସେଥିମଧ୍ୟରୁ ଲିଭର ବା ଯକୃତ କର୍କଟ ଅନ୍ୟତମ। 

ଲିଭର କ୍ୟାନସରରେ ସାଧାରଣତଃ ଏକ ଟ୍ୟୁମର ହୋଇଥାଏ।

ଯାହାକି ଧୀରେଧୀରେ ତିଆରି ହୋଇଥାଏ, ଲିଭର ସେଲ୍ସର DNAରେ କିଛି ପରିବର୍ତ୍ତନ ଦେଖାଦେଲେ।

ଏହାକୁ ଲିଭର କ୍ୟାନସର କୁହାଯାଏ।

ଲିଭର କ୍ୟାନସର ହେବା ପୂର୍ବରୁ ଶରୀରରେ ଏଭଳି କିଛି ପରିବର୍ତ୍ତନ ଦେଖାଦେଇଥାଏ।

ଯେପରିକି,  ଭୋକ ନ ଲାଗିବା, ପେଟର ଉପରିଭାଗରେ ଯନ୍ତ୍ରଣା ହେବା।

ବାନ୍ତି ଲାଗିବା , ଓଜନ ହ୍ରାସ ସହ ଥକ୍କାପଣ ଅନୁଭବ ହୋଇଥାଏ।

ସେହିପରି,ମଳ ରଙ୍ଗରେ ବି ପରିବର୍ତ୍ତନ ହୋଇଥାଏ।

ଚର୍ମ ଓ ଆଖିର ଧଳା ଅଂଶର ହଳଦିଆ ହେବା।

ଯଦି ଆପଣଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖାଦିଏ । ତେବେ, ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)