କଖାରୁ ମଞ୍ଜିରେ ପ୍ରୋଟିନ୍, ଫାଇବର, ପୋଟାସିୟମ୍, ଜିଙ୍କ ଏବଂ ଆଇରନ୍ ଥାଏ
କଖାରୁ ମଞ୍ଜି ଆଣ୍ଟିଅକ୍ସିଡାଣ୍ଟ ଭରପୂର
ଏହାର ବ୍ୟବହାର କର୍କଟ, ମଧୁମେହ ଏବଂ ହୃଦଘାତ ଭଳି ରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ
ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ
କଖାରୁ ମଞ୍ଜି ସକାଳେ ଖାଲି ପେଟରେ ଖାଇ ପାରିବେ
କଖାରୁ ମଞ୍ଜି ସକାଳେ ଖାଲି ପେଟରେ ଖାଇ ପାରିବେ
କଖାରୁ ମଞ୍ଜି ଶୋଇବା ପୂର୍ବରୁ ମଧ୍ୟ ଖାଇ ପାରିବେ
କଖାରୁ ମଞ୍ଜି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ