କାହିଁକି ହୋଇଥାଏ ହାର୍ଟ-ଆଟାକ୍? ଜାଣନ୍ତୁ ଏହାର ୧୦ କାରଣ...

Nov 19, 2024, 03:56 PM IST

Priyambada Rana

ଅସ୍ୱାସ୍ଥ୍ୟକର ଜୀବନଶୈଳୀ: ଧୂମ୍ରପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟ 

ବ୍ୟାୟାମର ଅଭାବ ହୃଦଘାତର ଆଶଙ୍କାକୁ ବୃଦ୍ଧି କରିଥାଏ

ଅଧିକ ଓଜନ କିମ୍ବା ମୋଟାପଣ ହୃଦଘାତର ଏକ ପ୍ରମୁଖ କାରଣ

ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ରହିଥାଏ

ରକ୍ତଚାପ ବୃଦ୍ଧି ହୃଦୟ ଉପରେ ଅତ୍ୟଧିକ ଚାପ ପକାଇଥାଏ

ମଧୁମେହ ହୃଦରୋଗର ଆଶଙ୍କା ବୃଦ୍ଧି କରିଥାଏ

ବୟସ ବଢ଼ିବା ସହିତ ହୃଦଘାତର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ

ପରିବାରରେ ହୃଦଘାତର ଇତିହାସ ଥିଲେ ଆପଣଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ

ସୁସ୍ଥ ଖାଦ୍ୟ ଖାଆନ୍ତୁ

ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ମଧୁମେହକୁ ନିୟନ୍ତ୍ରଣ କରନ୍ତୁ