ଦେଶରେ ନୁହେଁ, ବିଦେଶର ରହିଛି ଓଡି଼ଶାର ଏହି ସବୁ ଖାଦ୍ୟର ଚାହିଦା

May 19, 2023, 02:16 PM IST

Narmada Behera

ଡାଲମା ,ପ୍ରତ୍ୟକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ । ଏହାର ଚାହିଦା ସବୁବେଳେ ଅଧିକ ଥାଏ । 

ବିଦେଶୀଙ୍କର ବି ପ୍ରଥମ ପସନ୍ଦ କଟକର ଦହିବରା ଆଲୁଦମ୍ ।

ପଖାଳ , ଯାହା ପ୍ରତି ଓଡି଼ଆଙ୍କ ପ୍ରାଣକୁ ଦିଏ ଶାନ୍ତି।

ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ ଏହାର ଚାହିଦା ସବୁବେଳେ ରହିଛି  । 

କେନ୍ଦ୍ରାପଡାର ରସାବଳୀ ,ଯାହାର ସ୍ବାଦ ସମସ୍ତଙ୍କ ମନକୁ ଛୁଏଁ ।

ଶ୍ରୀମନ୍ଦିରରେ ପୂଜା ହେଉଥିବା ରସଗୋଲା ମଧ୍ୟ ଓଡିଶାର ଏକ ମିଠା । ଯାହା ସମସ୍ତଙ୍କ ପ୍ରଥମ ପସନ୍ଦ । 

ଚକୁଳି ପିଠା ମଧ୍ୟ ଓଡି଼ଶାର ଏକ ପ୍ରିୟ ଖାଦ୍ୟ । 

କାନିକା, ଯାହା ପ୍ରତ୍ୟକ ମନ୍ଦିରରେ ପ୍ରସାଦ ରୂପେ ଭଗବାନଙ୍କୁ ଅର୍ପଣ କରାଯାଏ । 

ଶାକାହାରୀଙ୍କ ପ୍ରଥମ ପସନ୍ଦ ଛତୁରାଇ,ଯାହା ଓଡି଼ଶାର ପ୍ରିୟ ଖାଦ୍ୟ ଅଟେ । 

ବେସର ମଧ୍ୟ ପ୍ରତ୍ୟକ ଓଡି଼ଆଙ୍କ ପସନ୍ଦ। ଯେଉଁଥିରେ ବିଭିନ୍ନ ପ୍ରକାର ପରିବା ମିଶି ପ୍ରସ୍ତୁତ ହୋଇଥାଏ।