ଶରୀର ପାଇଁ ଲାଭଦାୟକ ପାନପତ୍ର, ଜାଣନ୍ତୁ ସଠିକ୍ ବ୍ୟବହାର

Jul 27, 2024, 09:33 PM IST

Soubhagya Mishra

ଭାରତରେ ପାନ ପତ୍ର ଖାଇବାର ପରମ୍ପରା ରହିଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଆପଣ ପାନ ପ୍ରେମୀଙ୍କୁ ପାଇବେ ।

ପାନ ପତ୍ର ଖାଇବାକୁ ଏକ ଖରାପ ଅଭ୍ୟାସ ଭାବରେ ବିବେଚନା କରାଯାଏ । କିନ୍ତୁ ଏଥିରେ ଲାଭଦାୟକ ଗୁଣ ମଧ୍ୟ ରହିଛି ।

ଆୟୁର୍ବେଦଚାର୍ଯ୍ୟ ଡକ୍ଟର ଜିତେନ୍ଦ୍ର ଶର୍ମାଙ୍କ ଅନୁଯାୟୀ ଶରୀରରେ ୟୁରିକ୍ ଏସିଡ୍ କୁ  ନିୟନ୍ତ୍ରଣ କରିଥାଏ ପାମ ପତ୍ର ।

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଆପଣ ପାନ ପତ୍ର ଚୋବାଇ ପାରିବେ । 

ପାନ ପତ୍ରର ବ୍ୟବହାର କୋଷ୍ଠକାଠିନ୍ୟ ଏବଂ ଅମ୍ଳତା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଯଦି ଗଣ୍ଠିରେ ଫୁଲା ରହିଛି ତେବେ ପାନପତ୍ର ବ୍ୟବହାର କରିପାରିବେ ।

ପାନ ପତ୍ର ଦାନ୍ତ ପାଇଁ ମଧ୍ୟ ଲାଭଦାୟକ କିନ୍ତୁ ଚୂନ ଓ ତମାଖୁ ବ୍ୟବହାର କଲେ ଏହା କ୍ଷତି ପହଞ୍ଚାଇଥାଏ ।

ସାଧାରଣ ରୋଗ ତଥା ଥଣ୍ଡା, ଆଲର୍ଜି, ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ପାନ ପତ୍ର ଚୋବାଇବା ଲାଭଦାୟକ । 

କୌଣସି ଆଘାତ ହେଲେ ପାନ ପତ୍ର ବ୍ୟବହାର କରି କ୍ଷତକୁ ଶୀଘ୍ର ଭଲ କରିପାରିବେ ।

Disclamer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ ।