କେଶ ପାଇଁ ଲାଭଦାୟକ ତୁଳସୀ ପତ୍ର, କେଶ ଲମ୍ବା ସହ ଦୂର ହୋଇଥାଏ ରୂପି ସମସ୍ୟା...

Apr 15, 2025, 08:09 PM IST

Priyambada Rana

ତୁଳସୀ ପତ୍ରରେ ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ

ଯାହା କେଶକୁ ରୁପି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ

ତୁଳସୀ ପତ୍ରର ପାଣି କେଶକୁ ଲମ୍ବ କରିବାରେ ସାହାଯ୍ୟ କରିଥାଏ

କେଶ ଫାଟିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ

କେଶରୁ ଡ୍ରାଏ ନେସ୍‌ ଦୂର କରିବାରେ ସାହାଯ୍ୟ କରିଥାଏ

ନଡିଆ ତେଲ ସହିତ ତୁଳସୀ ପତ୍ର ମିଶାଇ ଲଗାଇବା ଦ୍ୱାରା ଏହା ଲାଭଦାୟକ ହୋଇଥାଏ

ତୁଳସୀ ପତ୍ରକୁ ପାଣିରେ ଫୁଟାଇ କେଶ ଧୁଅନ୍ତୁ

ନଡିଆ ତେଲରେ ତୁଳସୀ ପତ୍ର ମିଶାଇ ଗରମ କରନ୍ତୁ

ତେଲକୁ କେଶରେ ଭଲ ଭାବେ ମାଲିସ୍ କରନ୍ତୁ

ତୁଳସୀ ଏବଂ ଲିମ୍ବ କେଶ ପାଇଁ ଲାଭଦାୟକ