Benefits Of Lotus Flower: ସୌନ୍ଦର୍ଯ୍ୟ ସହ ଚର୍ମ ଏବଂ କେଶ ପାଇଁ ରାମବାଣ ପଦ୍ମଫୁଲ

Aug 2, 2024, 07:03 PM IST

Soubhagya Mishra

ପଦ୍ମଫୁଲକୁ ଆମେ ବିଶେଷ କରି ପୂଜାକାର୍ଯ୍ୟରେ ବ୍ୟବହାର କରିଥାଉ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଦ୍ମଫୁଲ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ

ଏହି ଫୁଲରେ ଅନେକ ଔଷଧିୟ ଗୁଣ ରହିଛି 

ଆପଣଙ୍କ ତ୍ୱଚା ଏବଂ କେଶରେ ଚମକ ଆଣିବାରେ ପଦ୍ମର ଭୂମିକା ଆଶ୍ଚର୍ଯ୍ୟଜନକ

ଏଥିରେ ଆପୋମର୍ଫାଇନ୍ ଏବଂ ନ୍ୟୁସିଫେରିନ ଉପାଦାନ ରହିଥାଏ ଯାହା ମସ୍ତିଷ୍କ ପାଇଁ ବହୁତ ଭଲ ବିବେଚନା କରାଯାଏ

ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ପଦ୍ମ ଫୁଲ ମଧ୍ୟ ସହାୟକ ହୋଇଥାଏ 

ପଦ୍ମ ଫୁଲ ତେଲ ଲଗାଇବା ଚିନ୍ତା, ଚାପ ଏବଂ ଉଦାସୀନତା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ 

ଏଥିରୁ ପ୍ରସ୍ତୁତ ହର୍ବାଲ୍ ଚା ପୁରୁଣା ଆଘାତର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ 

ବ୍ରଣ, ଦାଗ, ଟ୍ୟାନିଂ ଭଳି ଚର୍ମ ସମସ୍ୟାରୁ ମୁକ୍ତି ଦେଇଥାଏ ପଦ୍ମଫୁଲ

ଏହି ଫୁଲର ତେଲ କେଶରେ ଲଗାଇଲେ କେଶର ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ । ଏହା କେଶକୁ ମୋଟା, ଲମ୍ବା ଏବଂ ଶକ୍ତିଶାଳୀ କରିଥାଏ ।