Marigold flower benefits: ଏହି ସମସ୍ୟା ଥିଲେ ବ୍ୟବହାର କରନ୍ତୁ ଗେଣ୍ଡୁ ଫୁଲ

Aug 3, 2024, 09:31 PM IST

Soubhagya Mishra

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗେଣ୍ଡୁ ଫୁଲ ଅନେକ ଉପାୟରେ ବ୍ୟବହୃତ ହୁଏ ।

ଗେଣ୍ଡୁର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆଜି ଆପଣଙ୍କୁ କହିବୁ

ଚର୍ମ ସମସ୍ୟା ଯଥା ପୋଡା, କ୍ଷତ ଏବଂ ଦାଗ ଭଳି ଚିକିତ୍ସା ପାଇଁ ଗେଣ୍ଡୁ ଫୁଲ ବ୍ୟବହୃତ ହୁଏ

ଏହାର ରସ ପ୍ରୟୋଗ କରିବା ଦ୍ୱାରା କ୍ଷତ ଦାଗ ଦୂରେଇଯାଏ 

ଚର୍ମରେ ବ୍ରଣକୁ ଭଲ କରିବାରେ ଏହାକୁ ବ୍ୟବହାର କରାଯାଏ

ମହୁମାଛି କାମୁଡ଼ିଲେ ଗେଣ୍ଡୁ ଫୁଲର ବ୍ୟବହାର ଲାଭଦାୟକ ଅଟେ, ଏହା ଯନ୍ତ୍ରଣାକୁ କମାଇଦିଏ

ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୂର ଥିବାରୁ ଏହାକୁ ଯୋନୀ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହାର କରାଯାଏ 

କାନରେ ଯନ୍ତ୍ରଣା ହେଉଥିଲେ ଗେଣ୍ଡୁ ଫୁଲ ରସରୁ କିଛି ବୁନ୍ଦା ପକାଇଲେ ଆରାମ ମିଳିଥାଏ

ମହିଳାଙ୍କ ମାସିକ ରୁତୁସ୍ରାବ ଜନିତ ଯନ୍ତ୍ରଣା ହେଉଥିଲେ ଗେଣ୍ଡୁଫୁଲର ଚା' ବନେଇ ପିଇବା ଲାଭଦାୟକ

ହାତ କିମ୍ବା ଗୋଇଠିର ଚର୍ମ ଫାଟିବା ସମସ୍ୟା ଥିଲେ ଆପଣ ଗେଣ୍ଡୁ ପତ୍ରର ପ୍ରେଲେପ ଲଗାଇ ପାରିବେ ।

Disclamer: (ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)