ଏହା ବ୍ୟତୀତ ରସୁଣରେ ଆଲିସିନ୍ ନାମକ ଏକ କମ୍ଫାଉଣ୍ଡ ରହିଛି, ଯେଉଁଥିପାଇଁ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି ଅନେକ ଗୁଣ ରହିଥାଏ
ଏହି ଗୁଣଗୁଡ଼ିକ ଥଣ୍ଡା ଏବଂ କାଶ ଭଳି ସମସ୍ୟା ସହ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ
ରସୁଣରେ ସେଲେନିୟମ୍, ଜର୍ମେନିୟମ ଏବଂ ସଲଫାଇଡ୍ରିଲ୍ ଆମିନୋ ଏସିଡ୍ ଥାଏ
ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ
ରସୁଣ ଶରୀରରେ ଉତ୍ତାପ ସୃଷ୍ଟି କରେ ଯେଉଁଥି ପାଇଁ ଥଣ୍ଡାକୁ କମ୍ ଲାଗିଥାଏ
ଶୀତ ଋତୁରେ ପ୍ରତିଦିନ ରସୁଣର ଏକ କୋଲା ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ
ଏହା ରକ୍ତକୁ ପତଳା କରିଥାଏ ଏବଂ ଧମନୀକୁ ସୁସ୍ଥ ରଖିଥାଏ (ଏହି ଆର୍ଟିକିଲଟି କେବଳ ସାଧରଣ ସୂଚନା ଉପରେ ଆଧାରିତ)
ମୁକେଶ ଅମ୍ବାନୀ ସାଧାରଣତଃ ଶାକାହାରୀ, ଭାତ, ଡାଲି ଓ ରୁଟି ତାଙ୍କର ପ୍ରିୟ ଖାଦ୍ୟ।