ବେସନ ଏବଂ ଦହି ଟ୍ୟାନିଂ ହ୍ରାସ କରିବାରେ ଭଲ ପ୍ରଭାବ ଦେଖାଏ
ଏକ ପାତ୍ରରେ ୨ ଚାମଚ ବେସନ ନିଅନ୍ତୁ
ବର୍ଷକୁ ୨୪ ଲକ୍ଷ ଟଙ୍କା ପାଇଥାନ୍ତି ଅମ୍ବାନୀଙ୍କ ରୋଷେୟା ।
ଏହି ପେଷ୍ଟରେ ଅଳ୍ପ ହଳଦୀ ପାଉଡର ମିଶାନ୍ତୁ
ପେଷ୍ଟକୁ ହାତ ଏବଂ ପାଦରେ ଲଗାନ୍ତୁ ଏବଂ ୨୦ ରୁ ୨୫ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ
ତ୍ୱଚାକୁ ହାଇଡ୍ରେସନ୍, ସନବର୍ଣ୍ଣ କମିଯାଏ ଏବଂ ଏକ୍ସଫୋଲିଏଟେଡ୍ ହୋଇଥାଏ
ପ୍ରତିଦିନ ଟ୍ୟାନିଂ ଉପରେ କଞ୍ଚା କ୍ଷୀର ମଧ୍ୟ ଲଗାଇପାରିବେ
ବ୍ଲିଚିଂ ଗୁଣରେ ଭରପୂର ଆଳୁ ରସ ତ୍ୱଚାରୁ ଟ୍ୟାନିଂ ସମସ୍ୟା ଦୂର କରିଥାଏ