ଅସ୍ଥି କର୍କଟର କାରଣ ହୋଇପାରେ ପୁରୁଣା କ୍ଷତ, ଜାଣନ୍ତୁ ଲକ୍ଷଣ

Aug 10, 2024, 08:05 PM IST

Rashmita Sahoo

କ୍ୟାନସର ଏକ ଗମ୍ଭୀର ରୋଗ, ଯାହାର ନାଁ ଶୁଣିଲେ ଲୋକମାନେ ଡରିଯାଆନ୍ତି

କାରଣ ଏହି ଆତ୍ମଘାତୀ ରୋଗ ର ସମ୍ପୂର୍ଣ୍ଣ ନିରାକରଣ ଏବେ ସୁଦ୍ଧା ବାହାରିନାହିଁ

ତେବେ କ୍ୟାନସର ଅନେକ ପ୍ରକାରର ହୋଇଥାଏ,ସେଥିମଧ୍ୟରୁ ବୋନ୍ କ୍ୟାନସର ଅନ୍ୟତମ

ହେଲେ ଆଜି ଆସନ୍ତୁ ଜାଣିବା ବୋନ୍ ବା ଅସ୍ଥି କ୍ୟାନସର କେମିତି ବ୍ୟାପିଥାଏ?

ଅସ୍ଥି କ୍ୟାନସର ପ୍ରଥମେ ହାଡକୁ ନଷ୍ଟ କରି ଶରୀରରେ ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗକୁ ଆଟାକ୍ କରିଥାଏ

କିଛି ଲୋକ ମାନନ୍ତି ଯେ, ପୁରୁଣା କ୍ଷତ ଅସ୍ଥି କ୍ୟାନସରର ମୂଳ କାରଣ ହୋଇଥାଏ 

ହେଲଥ୍ ଏକ୍ସପର୍ଟଙ୍କ ମୁତାବିକ୍, ଏହା ସମ୍ପୂର୍ଣ୍ଣ ଭାବେ ସଠିକ୍ ହୋଇନଥାଏ

କିଛି କିଛି ଗଭୀର କ୍ଷତ ଅସ୍ଥି କ୍ୟାନସରର କାରଣ ହୋଇପାରେ

ଯଦି ଶରୀରର ହାଡ଼ରେ କିଛି ଗମ୍ଭୀର କ୍ଷତ ଲାଗିଥାଏ ଏବଂ ଏହା ଯନ୍ତ୍ରଣା ଦାୟକ ହୁଏ ତେବେ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ

ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ