Raw onion: କଞ୍ଚା ପିଆଜ ଖାଈବା ଦ୍ଵାରା ମିଳିବ ଏହି ୯ଟି ଲାଭ, ଲୁହା ପରି ଶକ୍ତ ରୁହେ ଶରୀର

Jul 9, 2024, 05:19 PM IST

Prabhudatta Moharana

Raw onion: କଞ୍ଚା ପିଆଜ ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ। 

ପିଆଜ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ, କିନ୍ତୁ ଆପଣ ଜାଣନ୍ତି କି କଞ୍ଚା ପିଆଜ ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ। 

ଯଦି ଆପଣଙ୍କର ହଜମ ସଠିକ୍ ଭାବେ ହେଉନାହିଁ, ତେବେ ମଧ୍ୟ ଆପଣ କଞ୍ଚା ପିଆଜ ଖାଇ ପାରିବେ ।

ହାଇ ବ୍ଲଡ ସୁଗରକୁ କମ୍ କରିବା ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଆପଣଙ୍କୁ ଏହା ପ୍ରତିଦିନ ଖାଇବା ଉଚିତ୍।

ଏହାକୁ ଖାଇବା ଦ୍ଵାରା ଆପଣଙ୍କ ହାର୍ଟ ସୁସ୍ଥ ରହିବ ଏଵଂ ହୃଦଘାତ ବିପଦ କମ୍ କରିଥାଏ।

ଇମ୍ୟୁନିଟି ବୁଷ୍ଟ୍ କରିଥାଏ ଓ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ଲାଭଦାୟକ ପ୍ରମାଣିତ ହୋଇପାରେ ।

ହାଡ଼କୁ ଶକ୍ତ କରିବା ପାଇଁ ପିଆଜ ଖାଇ ପାରିବେ। 

ଯଦି ଆପଣଙ୍କ ଶରୀରରେ ଫୁଲା ସମସ୍ୟା ଦେଖାଦିଏ, ତେବେ ମଧ୍ୟ ଆପଣ ଏହାକୁ ଖାଇ ପାରିବେ ।

ପିଆଜ ରସ ଏବଂ ମହୁର ସମାନ ମିଶ୍ରଣ ପିଇବା ଦ୍ଵାରା କାଶରୁ ଉପଶମ ମିଳିଥାଏ।

ଆପଣ ଭାତ, ରୁଟି କିମ୍ୱା ସାଲାଡ ସହିତ କଞ୍ଚା ପିଆଜ ଖାଇପାରିବେ ସୂଚନା- ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ, ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ