Health Tips: ବର୍ଷାଦିନେ କନ୍ଦମୂଳ ଖାଇଲେ ମିଳିଥାଏ ଏହିସବୁ ଫାଇଦା!

Jul 20, 2024, 01:48 PM IST

Narmada Behera

କନ୍ଦମୂଳ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ।

କନ୍ଦମୂଳରେ ଥାଏ ଭରପୂର  ପୋଷକ ତତ୍ତ୍ୱ।

ଏଥିରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍, ଆଇରନ୍ ଓ ପୋଟାସିୟମ୍ ଥାଏ। 

ବର୍ଷା ଦିନେ ଏହାକୁ ପୋଡି ବା ସିଝାଇ ଖାଇବା ଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ। 

ଆଖି ସ୍ବାସ୍ଥ୍ୟ ପାଇଁ ଏହା ବେଶ ହିତକର।

ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ସାହାର୍ଯ୍ୟ କରେ।

ହାଟ୍ ଷ୍ଟ୍ରୋକ୍ , ଉଚ୍ଚ ରକ୍ତଚାପର ଆଶଙ୍କାକୁ କମ୍ କରେ।

ଏହାକୁ ଖାଇଲେ ଓଜନ ହ୍ରାସ ମଧ୍ୟ ହୋଇଥାଏ। 

ବିଶେଷକରି, ବର୍ଷା ଦିନେ ହଜମ ପ୍ରକ୍ରିୟାକୁ ବଢାଇ ଥାଏ କନ୍ଦମୂଳ। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)