High Protein Vegetables: କେଉଁ ପନିପରିବାରେ ଥାଏ ସବୁଠୁ ଅଧିକ ପ୍ରୋଟିନ୍?

Aug 3, 2024, 08:16 PM IST

Jagdish Barik

ଆମ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

କେଶ, ଚର୍ମ ଓ ହାଡକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍ ଆବଶ୍ୟକ

ଆସନ୍ତୁ ଜାଣିବା ଭରପୂର ପ୍ରୋଟିନ୍ ଥିବା ପନିପରିବା ବିଷୟରେ 

ସର୍ବାଧିକ ପ୍ରୋଟିନ୍ ଥିବା ପନିପରିବା ହେଉଛି ବ୍ରୋକୋଲି, ଫ୍ରେଞ୍ଚ ବିନ୍ସ, କୋବି, ଟମାଟୋ, ସବୁଜ ମଟର, ଆଳୁ, ପାଳକ ଶାଗ

ପ୍ରୋଟିନ୍ ଅଭାବ ପୂରଣ କରିବା ପାଇଁ ଆପଣ ମଟର ଖାଇପାରିବେ

ମଟରରେ ପ୍ରୋଟିନ୍ ବ୍ୟତୀତ ସୋଡିୟମ୍, କ୍ୟାଲସିୟମ୍, ଆଇରନ୍ ଓ ପୋଟାସିୟମ୍ ମଧ୍ୟ ଥାଏ

ଭରପୂର ପ୍ରୋଟିନ୍ ଥିବା ପନିପରିବାରେ ବ୍ରୋକୋଲି ମଧ୍ୟ ସାମିଲ

ପତ୍ରଯୁକ୍ତ ପନିପରିବାରେ ପ୍ରୋଟିନ୍ ପାଇଁ ଆପଣ ପାଳଙ୍ଗ ସାଗ ଖାଇପାରିବେ 

ବିନ୍ସରୁ ବହୁ ପରିମାଣରେ ପ୍ରୋଟିନ୍ ମଧ୍ୟ ମିଳିଥାଏ

ଫୁଲକୋବିରେ ମଧ୍ୟ ଅଧିକ ପରିମାଣର ପ୍ରୋଟିନ୍ ରହିଥାଏ