ରାତିରେ ଲାଇଟ୍ ଲଗାଇ ଶୋଉଥିଲେ ଜାଣନ୍ତୁ ଏହାର ସାଇଡ୍-ଇଫେକ୍ଟ...

Apr 14, 2025, 08:41 PM IST

Priyambada Rana

ରାତିରେ ଶୋଇବା ସମୟରେ ଅନେକ ଲାଇଟ୍ ଜଳାଇ ଶୋଇଥାଆନ୍ତି ଅନେକ ଲିଭାଇ

ଆପଣ ଲାଇଟ୍ ଜଳାଇ ଶୋଇବା ଅଭ୍ୟାସକୁ ଦୂର କରିବାକୁ ଚେଷ୍ଟା କରନ୍ତୁ

କାରଣ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇ ପାରେ

ମସ୍ତିଷ୍କ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ

ଗଭୀର ଏବଂ ଶାନ୍ତିପୂର୍ଣ୍ଣ ନିଦ ମିଳିପାରି ନଥାଏ

ଏହି ଘଣ୍ଟା ଯୋଗୁଁ ଆଲୁଅରେ ଉଠିବା ଏବଂ ଅନ୍ଧାରରେ ଶୋଇବାର ସିଗନାଲ ଆକ୍ଟିଭ ହୋଇଥାଏ

ଏହି ଘଣ୍ଟା ଯୋଗୁଁ ଆଲୁଅରେ ଉଠିବା ଏବଂ ଅନ୍ଧାରରେ ଶୋଇବାର ସିଗନାଲ ଆକ୍ଟିଭ ହୋଇଥାଏ