ପୂରା ଦିନରେ ଗୋଟିଏ କଞ୍ଚା ପିଆଜ ଆପଣଙ୍କୁ ଏହିସବୁ ରୋଗରୁ ଦେବ ମୁକ୍ତି

May 27, 2023, 07:29 PM IST

Rashmita Sahoo

ଖାଦ୍ୟ ପ୍ରସ୍ତୁତି ବେଳେ ପିଆଜ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ପିଆଜ ଖାଦ୍ୟର ସ୍ୱାଦକୁ ଦ୍ୱି-ଗୁଣିତ କରିଥାଏ 

କେବଳ ଖାଦ୍ୟ ନୁହେଁ ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ ପିଆଜ 

ବିଶେଷଜ୍ଞଙ୍କ କହିବା କଥା ପିଆଜ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଥାଏ 

କଞ୍ଚା ପିଆଜ ଖାଇବା ଦ୍ୱାରା ରାତିରେ ନିଦ ମଧ୍ୟ ଭଲ ଭାବେ ହୋଇଥାଏ 

ସେହିପରି ପିଆଜ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ

କଞ୍ଚା ପିଆଜ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ

କଞ୍ଚା ପିଆଜ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ

କଞ୍ଚା ପିଆଜ ଖାଇବା ଦ୍ୱାରା କ୍ୟାନସର ରୋଗରୁ ଦୂରେଇ ରହିପାରିବେ

କାରଣ ପିଆଜରେ ଆଣ୍ଟି କ୍ୟାନସର ଗୁଣ ରହିଛି