ବର୍ଷା ଦିନେ ମଶା ଓ ମାଛିଙ୍କ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ସାବଧାନ ରୁହନ୍ତୁ

Jul 18, 2024, 11:37 AM IST

Priyambada Rana

 କିଛି ଇଣ୍ଡୋର ହର୍ବାଲ ପ୍ଲାଣ୍ଟ୍ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ମଶା ଓ ମାଛିଙ୍କ ଦାଉରୁ ରକ୍ଷା ପାଇ ପାରିବା

ତୁଳସୀ ଘରୁ ମଶା ଓ ମାଛିଙ୍କୁ ଦୂରେଇ ରଖିବାରେ ସହାୟକ ହୋଇଥାଏ 

ରୋଜମେରୀ କୀଟକୁ ଦୂରେଇ ରଖିବାରେ ସହାୟକ ହୋଇଥାଏ

ଲେମନ୍ ଗ୍ରାସ୍ ଘରୁ ମଶା ଓ ମାଛି ଦୂରେଇ ରଖିବାରେ ସହାୟକ ହୋଇଥାଏ

ଲେଭେଣ୍ଡର ପ୍ଲାଣ୍ଟ ଥିଲେ ଏହାର ସୁଗନ୍ଧରୁ କୀଟ- ପତଙ୍ଗ ଦୂରେଇ ଥାନ୍ତି

ଗେଣ୍ଡୁ ଫୁଲର ବାସ୍ନା ମଶାଙ୍କୁ ପସନ୍ଦ ନୁହେଁ 

ପୁଦିନା ପତ୍ରର ଷ୍ଟ୍ରଙ୍ଗ୍ ସୁଗନ୍ଧ ଘରେ ମଶା ଏବଂ ମାଛିର ପ୍ରବେଶରେ ବାଧା ସୃଷ୍ଟି କରିଥାଏ