Prostate Cancer: ପ୍ରୋଷ୍ଟେଟ କ୍ୟାନସର ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...

Mar 16, 2025, 01:30 PM IST

Priyambada Rana

ପୁରୁଷମାନଙ୍କ ଶରୀରରେ ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରାଶୟ ତଳେ ରହିଥାଏ

ଏହା ପରିସ୍ରା ଏବଂ ଶୁକ୍ରାଣୁ ପ୍ରବାହକୁ ନିୟନ୍ତ୍ରଣ କରିଥାଏ

ପ୍ରୋଷ୍ଟେଟ କ୍ୟାନସର ହେଲେ ବାରମ୍ବାର ପରିସ୍ରା ଲାଗିଥାଏ

ପରିସ୍ରା କରିବାରେ କଷ୍ଟ ହୋଇଥାଏ

ପରିସ୍ରା ପ୍ରବାହ ଦୁର୍ବଳ କିମ୍ବା ବନ୍ଦ ହୋଇଯିବା

ପରିସ୍ରା ସମୟରେ ଜଳାପୋଡ଼ା କିମ୍ବା ଯନ୍ତ୍ରଣା ହେବା ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ

ପରିସ୍ରାରେ ରକ୍ତ ପଡ଼ିବା, ପିଠିର ନିମ୍ନ ଭାଗରେ ଲଗାତର ଯନ୍ତ୍ରଣା ହେବା

ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିବା ପରେ..

ସବୁଜ ପନିପରିବା ଏବଂ ଫାଇବର ଯୁକ୍ତ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ

ପ୍ରତିଦିନ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ଓଜନ ବଜାୟ ରଖନ୍ତୁ