ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ
୮ ଘଣ୍ଟା ନିଦରେ ନଶୋଇଲେ ବିଭିନ୍ନ ରୋଗର କାରଣ ପାଲଟିଥାଏ
ଏହା କେବଳ ଶାରିରୀକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ
ରାତି ୧ଟା ପରେ ଶୋଇଲେ, ସେମାନଙ୍କ ନିକଟରେ ମାନସିକ ଦୁଃଶ୍ଚିନ୍ତା ଦେଖାଯାଏ
ଶିରାପ୍ରଶିରା ଜନିତ ସମସ୍ୟା, ଅବସାଦ ଆଦି ସମସ୍ୟା ଦେଖାଯାଏ
ବିଳମ୍ବରେ ଶୋଇବା ଅଭ୍ୟାସ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
ବିଳମ୍ବରେ ଶୋଇବା ଅଭ୍ୟାସ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ