କିଛି ଖାଇବା ପିଇବା କଷ୍ଟକର ହୋଇଯାଏ
ଏହାର ମୁଖ୍ୟ କାରଣ ରକ୍ତରେ ହିମୋଗ୍ଲୋବିନ କମ୍ ହୋଇପାରେ
ଜ୍ୱର, ଉଚ୍ଚ ଟେନ୍ସନ୍ ଏବଂ ବ୍ରଶ୍ କରିବା ସମୟରେ ପାଟିରେ କ୍ଷତ ହୋଇଥାଏ
ପେଟ ରୋଗ କିମ୍ବା ପେଟର ଗରମ ହେତୁ ପାଟିରେ ଘା’ ମଧ୍ୟ ହୋଇଥାଏ
ମୁକେଶ ଅମ୍ବାନୀ ସାଧାରଣତଃ ଶାକାହାରୀ, ଭାତ, ଡାଲି ଓ ରୁଟି ତାଙ୍କର ପ୍ରିୟ ଖାଦ୍ୟ।