କିନ୍ତୁ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଚାହା ସହ ଖାଇଲେ ବିଷ ସଦୃଶ ବୋଲି ବିବେଚନା କରାଯାଏ
ଚାହା ସହ ଫଳ, ଖାସକରି ଖଟା ଫଳ ନ ଖାଇବା ଆବଶ୍ୟକ।
କାରଣ ଚାହାରେ ଥିବା ଟେନିନ ଫଳ ସହ ମିଶି ପାଚନ ଶକ୍ତିକୁ କମଜୋର କରିପାରେ। ଯାହାକି ପେଟ ସମସ୍ୟା ସୃଷ୍ଟି କରେ।
କ୍ଷୀର ଚାହାରେ ପନୀର, ଦହି ବା ଏଥିରେ ମିଠା ସେବନ କରିବା କଥା ନୁହେଁ। ଏହା ପାଚନ ସମସ୍ୟା ସୃଷ୍ଟି କରିଥାଏ।
ଚାହା ସହ ପକୁଡି ଏବଂ ସିଙ୍ଗଡା ଖାଇବା ଉଚିତ୍ ନୁହେଁ। ଏହା ପେଟରେ ଗ୍ୟାସ୍ ସମସ୍ୟା ସୃଷ୍ଟି କରେ।
-ଚାହା ସହ ଚାଟ୍ କିମ୍ବା ମସଲା ଖାଦ୍ୟ ଖାଇବା ଉଚିତ୍ ନୁହେଁ।
ସେହିପରି, ଚାହାରେ ପେଷ୍ଟ୍ରୀ ଭଳି ଖାଦ୍ୟ ମଧ୍ୟ ଖାଇବା ଉଚିତ୍ ନୁହେଁ।
ଏଥିରେ ଶରୀରରେ ଶକ୍ତି କମିଯାଏ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)