ନାଲିଭେଣ୍ତି ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ, ପ୍ରତିଦିନ ଖାଇଲେ ପାଖ ମାଡ଼ିନଥାଏ ଏହି ଘାତକ ରୋଗ !

May 29, 2023, 04:09 PM IST

Narmada Behera

ନାଲିଭେଣ୍ତିରେ କ୍ୟାଲସିୟମ ଓ ଆଇରନ୍ ପ୍ରଚୁର ପରିମାଣରେ ଥାଏ।

ନାଲି ଭେଣ୍ତି ଖାଇଲେ ଆପଣଙ୍କୁ ମହୁମେହ ହେବାର ଆଶଙ୍କା କମ୍ ଥାଏ।

ଯଦି ଆପଣ ମଧୁମେହ ରୋଗୀ, ତେବେ ଆପଣ ପ୍ରତିଦିନ ଏହାକୁ ଖାଇଲେ ବ୍ଲଡ଼ ସୁଗାର ଲେବଲ କଣ୍ଟୋଲରେ ରହିଥାଏ ।

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ ।

ଚକ୍ଷୁ ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ ।

ଗର୍ଭବତୀ ମହିଳାମାନେ ମଧ୍ୟ ନାଲିଭେଣ୍ତି ଖାଇଲେ ଅନେକ ଫାଇଦା ମିଳିଥାଏ। 

ମସ୍ତିସ୍କକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ  ନାଲିଭେଣ୍ତି । 

ଲିଭରକୁ ମଧ୍ୟ ସୁସ୍ଥ ରଖେ ନାଲିଭେଣ୍ତି। 

ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ନାଲି ଭେଣ୍ତି ଖାଇଲେ ତ୍ବାଚାରେ ଚମକ ଆସିଥାଏ ।

ନାଲି ଭେଣ୍ତି ଖାଇବା ଦ୍ବାରା ଚାପମୁକ୍ତ ରହିଥାଏ ମଣିଷ ।  ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ