Indian bael: ବେଲରେ ରହିଛି ଏହିସବୁ ଔଷଧୀୟ ଗୁଣ...

Mar 24, 2025, 02:07 PM IST

Priyambada Rana

ଖରା ଦିନେ ଡିହାଇଡ୍ରେସନ୍, ହିଟ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ରହିଥାଏ

ବେଲ ଏକ ଋତୁକାଳୀନ ଫଳ 

ଶରୀରକୁ ଅନେକ ପ୍ରକାରର ଲାଭ ପ୍ରଦାନ କରିଥାଏ

ଏହି ଫଳ ଉତ୍ତମ ହଜମ ପ୍ରକ୍ରିୟା ବଜାୟ ରଖିବାରେ ସାହାଯ୍ୟ କରିଥାଏ

ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ

ବେଲ ବାହାରୁ ଯେତେ କଠିନ,ଭିତରୁ ଅଧିକ ନରମ ଏବଂ ମିଠା

ଗ୍ରୀଷ୍ମଋତୁରେ ବେଲରୁ ପ୍ରସ୍ତୁତ ପଣା ପିଇବା ଖୁବ୍ ଲାଭଦାୟକ

ବେଲରେ ଭିଟାମିନ୍ ଏ, ସି, ବି-୬, ପ୍ରଚୁର ପରିମାଣର ଫାଇବର, ଆଇରନ୍ ରହିଛି 

ଏଥି ସହ ପୋଟାସିୟମ୍, କ୍ୟାଲସିୟମ୍, ଫସଫରସ୍, ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ୍, ଟେନିନ୍, କାରୋଟିନ୍ ଅଛି

ବେଲପଣାରେ କ୍ୟାଲସିୟମ୍ ଥାଏ, ଯାହା ହାଡକୁ ମଜବୁତ କରିଥାଏ