Symptoms of liver disease: ଯକୃତ୍‌ ରୋଗ ହେଲେ ଶରୀରରେ ଦେଖା ଦେଇଥାଏ ଏହିସବୁ ଲକ୍ଷଣ

Nov 13, 2024, 03:26 PM IST

Priyambada Rana

ଯକୃତ୍‌ ବା ଲିଭର୍‌ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ

ଜଣ୍ଡିସ୍‌ ବା ଆଖି ଓ ଚର୍ମ ହଳଦିଆ ଦେଖାଯିବା ହେଉଛି ଅସୁସ୍ଥ ଯକୃତ୍‌ର ଲକ୍ଷଣ

ପରିସ୍ରା ରଙ୍ଗ ଗାଢ଼ ହେବା ଏକ ଲକ୍ଷଣ

ଲିଭରରେ ସମସ୍ୟା ଦେଖାଦେଲେ ଓଠର କଳା ପଡ଼ିଥାଏ

ଶରୀର ଓଜନ କମିଯିବା ମଧ୍ୟ ଯକୃତ୍‌ ରୋଗକୁ ସୂଚାଇପାରେ

ବାରମ୍ବାର ଓକାର ଆସେ ଅଥବା ରକ୍ତ ବାନ୍ତି ହୋଇଥାଏ

ଚର୍ମ ଭୀଷଣ କୁଣ୍ଡାଇ ହୋଇଥାଏ

ଲଗାତାର ଦୁର୍ବଳ କି ନିସ୍ତେଜ ଲାଗିବା ଯକୃତ ରୋଗର ଲକ୍ଷଣ