ପେଟରେ କ୍ୟାନ୍ସର ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ୩ ଲକ୍ଷଣ...

May 1, 2025, 01:24 PM IST

Priyambada Rana

ଖରାପ ଜୀବନଶୈଳୀ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ

ପେଟ କ୍ୟାନସର ଭଳି ଏକ ଗମ୍ଭୀର ରୋଗ ସମସ୍ୟା ପ୍ରାୟତଃ ବଢ଼ିବାରେ ଲାଗିଛି

ପେଟ କ୍ୟାନସର ରୋଗର  ୩ଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ…

ବାରମ୍ବାର ଫୁଲିବା ଏବଂ ବଦହଜମି ହେବା ପରି ଅନୁଭୂତ ହେବା

ପେଟରେ ଗ୍ୟାସ କିମ୍ବା ଭାରୀପଣ ଲାଗିବା

ଭୋକ ନ ଲାଗିବା ଏବଂ ହଠାତ୍ ଓଜନ ହ୍ରାସ ହୋଇଯିବା

ମଳରେ ରକ୍ତସ୍ରାବ କିମ୍ବା କଳା ମଳ ନିର୍ଗତ ହେବା

ଅନ୍ତନଳୀରୁ ରକ୍ତସ୍ରାବ ହେବା

ଏହି ଲକ୍ଷଣକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ

ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍