ଏହା ଅନେକ ଗମ୍ଭୀର ରୋଗକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ
ଶରୀରକୁ ଥଣ୍ଡା ଏବଂ ସୁସ୍ଥ ରଖିବା ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ
ବେଲ ପଣା ଏକ ପ୍ରାକୃତିକ ଏବଂ ଆୟୁର୍ବେଦିକ ଉପଚାର
ପ୍ରାଚୀନ କାଳରୁ ଏହାର ପତ୍ର ଏବଂ ଛାଲି ଔଷଧୀୟ ଗୁଣ ପାଇଁ ଜଣାଶୁଣା
ବେଲରେ ପ୍ରଚୁର ପରିମାଣର ଫାଇବର ରହିଛି, ଯାହା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ଭଳି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ
ବେଲ ପଣାରେ କିଛି ଗୁଡ଼ କିମ୍ବା ମହୁ ମିଶାଇ ସେବନ କରିବା ଦ୍ୱାରା ଲାଭ ମିଳିଥାଏ
ବେଲ ରସ ଚର୍ମକୁ ହାଇଡ୍ରେଟ୍ ରଖେ ଏବଂ କେଶକୁ ପୋଷଣ ଯୋଗାଇଥାଏ।
Disclamer: ଏଠାରେ ଦିଆଯାଇଥିବା ସୂଚନା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ, ଆପଣଙ୍କ କୌଣସି ଆପତ୍ତି ପାଇଁ ଆମେ ଦାୟୀ ରହିବୁ ନାହିଁ ।