Vitamins: ମାଛରୁ ମିଳିଥାଏ କେଉଁ ସବୁ ଭିଟାମିନ୍?

Jul 7, 2024, 05:16 PM IST

Jagdish Barik

ଅନେକ ଲୋକ ମାଛ ଖାଇବାକୁ ପସନ୍ଦ କରନ୍ତି

ମୁକେଶ ଅମ୍ବାନୀ ରହୁଥିବା ବିଳାସମୟ ବଙ୍ଗଳା ନାଁ ହେଉଛି ଆଣ୍ଟିଲିଆ ।

ମାଛରେ ଅନେକ ପ୍ରକାରର ଭିଟାମିନ୍ ମଧ୍ୟ ମିଳିଥାଏ

ଏହି ଭିଟାମିନ୍ ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ

ମାଛରେ ଭିଟାମିନ୍ D, B2, B12, B3, B1 ମିଳିଥାଏ 

ଭିଟାମିନ୍ ସହିତ ଓମେଗା-୩ ଫ୍ୟାଟି ଏସିଡ୍ ମଧ୍ୟ ମାଛରେ ମିଳିଥାଏ

ଏହା ବ୍ୟତୀତ ମାଛରେ କ୍ୟାଲସିୟମ୍, ଫସଫରସ୍, ପ୍ରୋଟିନ୍, ଆଇରନ୍ ଓ ଜିଙ୍କ ମଧ୍ୟ ମିଳିଥାଏ

ମାଛ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ

ମାଛ ଖାଇବା କର୍କଟ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ 

ମାଛ ଖାଇବା ଦ୍ୱାରା ମସ୍ତିଷ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସିଥାଏ