ଏହି ଭିଟାମିନ ଶରୀରରେ କମ୍ ଥିଲେ ମୁଣ୍ଡ ବାରମ୍ବାର ବିନ୍ଧା ହୋଇଥାଏ
ଯେବେ ଅବସ୍ଥା ବିଗିଡିଯାଏ, ମାଇଗ୍ରେନର ସମସ୍ୟା ହୋଇଥାଏ
ଏହି ଭିଟାମିନ ଡି ସୂର୍ଯ୍ୟ କିରଣରେ ପ୍ରଚୁର ମାତ୍ରାରେ ଥାଏ
ସୂର୍ଯ୍ୟ କିରଣରେ ଠିଆ ହେବା ସହ ଡାଏଟରେ ଅଳ୍ପ ପରିବର୍ତ୍ତନ କରି ଏହି ସମସ୍ୟା ଦୂରେଇ ପାରିବେ
କ୍ଷୀର, ଦହି, ପନୀର, କମଳା, କଦଳୀ, କୋବି ଏବଂ ଭଣ୍ଡାରେ ପ୍ରଚୂର ପରିମାଣର ଭିଟାମିନ୍ ଡି ଥାଏ
ଏହି ସବୁ ଖାଦ୍ୟକୁ ଡାଏଟରେ ସାମିଲ କରନ୍ତୁ
ଏଥିସହ ମାଛ ଓ ଛତୁରେ ମଧ୍ୟ ଭିଟାମିନ ଡି ପ୍ରଚୁର ମାତ୍ରାରେ ଥାଏ