କିସମିସରେ କ୍ୟାଲସିୟମ ଏବଂ ବୋରନ ଥାଏ, ଯାହା ହାଡ଼କୁ ମଜବୁତ କରେ।
କିସମିସରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ରହିଥାଏ, ଯାହା ହରମୋନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ।
କିସମିସରେ ଡାଏଟରୀ ଫାଇବର ଥାଏ, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ।
କିସମିସରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଥାଏ, ଯାହା ତ୍ଵଚାକୁ ସଫା କରିବାରେ ସାହାଯ୍ୟ କରେ।
କିସମିସରେ ଭିଟାମିନ ସି ଏବଂ ଇ ଥାଏ, ଯାହା ତ୍ୱଚାକୁ ଯୁବା ରଖିବାରେ ସାହାଯ୍ୟ କରେ।
କିସମିସରେ ପ୍ରାକୃତିକ ସୁଗାର ଥାଏ, ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ।
ରାତିରେ ୫-୭ଟି କିସମିସ୍ ଭିଜାଇ ରଖନ୍ତୁ। ସକାଳେ ଖାଲି ପେଟରେ ଏହାକୁ ଖାଆନ୍ତୁ। ଏହା ପରେ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ମାତ୍ର ଗୋଟିଏ ମାସ ପାଇଁ ଏପରି କରନ୍ତୁ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। କୌଣସି କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।