ଅକ୍ଷୟ ତୃତୀୟାରେ ଆଲମିରାରେ ରଖନ୍ତୁ ଏହି ୫ ଜିନିଷ, ଖୋଲିଯିବ ଭାଗ୍ୟ!

May 6, 2024, 05:22 PM IST

Narmada Behera

ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ । 

ଏହି ଦିନ ବିଭିନ୍ନ ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ।

ଅକ୍ଷୟ ତୃତୀୟାକୁ ମାଆ ଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଏ। 

 ଅକ୍ଷୟ ତୃତୀୟା ,ଚଳିତ ମାସ ୧୦ ତାରିଖରେ ପାଳନ କରାଯିବ। 

ଅକ୍ଷୟ ତୃତୀୟାରେ ଏଭଳି କିଛି ଜିନିଷ ଆଲମିରାରେ ରଖିଲେ ଧନ ବୃଦ୍ଧି ହୋଇଥାଏ।

ଏ-ନେଇ ଶାସ୍ତ୍ରରେ କୁହାଯାଇଛି।

ଅକ୍ଷୟ ତୃତୀୟାରେ ଚାନ୍ଦି ଟଙ୍କା କିଣି ଘରକୁ ଆଣନ୍ତୁ।

ପୂଜା ପରେ ଆଲମିରାରେ ରଖିବା ଦ୍ବାରା କେବିବି ଧନର ଅଭାବ ହୋଇନଥାଏ।

ଅପରାଜିତା ଗଛର ଚେରକୁ ମଧ୍ୟ ତିଲକ୍ ଲଗାଇ ଧନସ୍ଥାନରେ ରଖିବା ଅତ୍ୟନ୍ତ ଶୁଭ। 

ନଡି଼ଆକୁ ମଧ୍ୟ ଲାଲ୍ କପଡା ବାନ୍ଧି ଆଲମିରାରେ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। 

ଖଣ୍ତ ହଳଦୀକୁ ମଧ୍ୟ ହଳଦିଆ କପଡାରେ ବାନ୍ଧି ଟଙ୍କା ରଖିବା ସ୍ଥାନରେ ରଖନ୍ତୁ। ଧନର ଅଭାବ ଦୂର ହ। 

କୁବେର ଯନ୍ତ୍ରକୁ ପୂଜା ପରେ ଆଲମିରାରେ ରଖିବା ଦ୍ବାରା ଧନ ସମୃଦ୍ଧି ବୃଦ୍ଧି ହୋଇଥାଏ। (Disclaimer: ଏହାମାତ୍ର କେବଳ ସୂଚନା ଆଧାରିତ । କୌଣସି ଉପାୟ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିନିଅନ୍ତୁ।)