Astrology: ବୁଧବାର କରନ୍ତୁ ଏହି ଚତ୍ମକାରୀ ଉପାୟ ବଦଳିବ ଭାଗ୍ୟ!

Apr 24, 2024, 10:53 AM IST

Payal Priyadarshini

ବୁଧବାର ଦିନକୁ ବିଦ୍ୟାଦାତା ଗଣେଷଙ୍କୁ ସମର୍ପିତ କରାଯାଇଛି । ଏହି ଦିନ କିଛି ବିଷେଶ ଉପାୟ କରିବା ଦ୍ବାରା ଭାଗ୍ୟ ବଦଳିଥାଏ।

ଏହି ଦିନ ଗଣେଷ ମନ୍ଦିର ଯାଇ ଭଗବାନଙ୍କୁ ଫୁଲ, ସିନ୍ଦୂର ଓ ଦୂବ ଅର୍ପଣ କଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।

ଏହି ଦିନ ଘର ବାହାରକୁ ଯିବା ପୂର୍ବରୁ ମୁଣ୍ତରେ ସିନ୍ଦୂର ତିଲକ ଲଗାଇ ଯାଆନ୍ତୁ ।

ଏହି ଦିନ ସବୁଜ ରଙ୍ଗର କପଡ଼ା ପିନ୍ଧିବା ଦ୍ବାରା ଜୀବନରେ ଲାଭ ପ୍ରାପ୍ତି ହୋଇଥାଏ ।

ବୁଧବାର ଦିନ କୌଣସି କାମକୁ ଯିବା ପୂର୍ବରୁ ପାନ ମଧୂରୀ ଖାଆନ୍ତୁ । ଏହା ଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।

ଏହି ଦିନ ମୁଗ ଦାନ କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ସେହିପରି ଏହି ଦିନ ଗାଈଙ୍କୁ ଘାସ ଖାଇବାକୁ ଦେବା ଦ୍ବାରା ଦ୍ରାରିଦ୍ୟତା ଦୂର ହୋଇଥାଏ ।